ନୂଆପଡାରେ ପୁଣି ମହିଳାଙ୍କୁ ଖାଇଲା ବାଘ

ନୂଆପଡ଼ା: ମହିଳାଙ୍କୁ ଖାଇଲା ବାଘ। ମୃତା ହେଲେ ରାମେଶ୍ରୀ ମାଝୀ(୪୫)। ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଧରମବନ୍ଧା ଥାନା ସୁନାବେଡ଼ା ଅଭୟାରଣ୍ୟ ସିରିଆରିବାହାର ଗ୍ରାମରେ ଘଟିଛି ଏଭଳି ହୃଦୟବିଦାରକ ଘଟଣା। ଗତକାଲି ସେ ଶୌଚ ହେବା ଲାଗି ଘର ବାହାରକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିନଥିଲେ। ଘରଲୋକେ ତାଙ୍କୁ ଖୋଜି ବି ପାଇନଥିଲେ। ଆଜି ସକାଳେ ରାମେଶ୍ରୀଙ୍କୁ ବାଘ ଖାଉଥିବାର ‌ଦେଖିବାକୁ ପାଇଥିଲେ। ଲୋକେ ବାଘକୁ ଘଉଡ଼ାଇବାକୁ ଉଦ୍ୟମ … Continue reading ନୂଆପଡାରେ ପୁଣି ମହିଳାଙ୍କୁ ଖାଇଲା ବାଘ